Blog

ପୋଖରୀ ର ପୁନରୁଦ୍ଧାର, ପାନୀୟ ଜଳ ସ୍ଥାୟୀ ସମାଧାନ ଦାବି ତେଜିଲା; ଜିଲ୍ଲାପାଳଙ୍କ ଅଫିସ ଆଗରେ ଗ୍ରାମବାସୀଙ୍କ ଧାରଣା

ଖୋର୍ଦ୍ଧା,(୨୩ା୪):-  ବେତରାଗୋଡ଼ି ପୋଖରୀ ର ପୁନରୁଦ୍ଧାର ଓ ପାନୀୟ ପାଇପ ଜଳ ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ କରିବା ଦାବିରେ ଆଜି ନରଣଗଡ ପଂଚାୟତ ହାଡପଦା ଗ୍ରାମର ଶତାଧିକ…

ବରିଷ୍ଠ ସାମ୍ବାଦିକ ପଦ୍ମନାଭ ବିଶ୍ୱାଳ ଙ୍କୁ ହତ୍ୟା ଧମକ ଅଭିଯୋଗର ତଦନ୍ତ ଆରମ୍ଭ

ଖୋର୍ଦ୍ଧା, (24/04):- ବରିଷ୍ଠ ସାମ୍ବାଦିକ ତଥା ଟାଙ୍ଗୀ ବ୍ଲକ ସାମ୍ବାଦିକ ସଂଘ ସଭାପତି ପଦ୍ମନାଭ ବିଶ୍ୱାଳ ଙ୍କୁ ହତ୍ୟା କରିବା ଧମକ ଘଟଣାରେ ଗତ ୧୬ତାରିଖରେ ବଡ଼ପାରୀ…

ବରିଷ୍ଠ ସାମ୍ବାଦିକ ଙ୍କୁ ଆକ୍ରମଣ ଘଟଣା;
ଅଭିଯୁକ୍ତଙ୍କ ଗିରଫ ଦାବିରେ ଏସ୍ପି ଙ୍କୁ ଭେଟିଲେ ସାମ୍ବାଦିକ ସଂଘ

ଖୋର୍ଦ୍ଧା, ୨୨ା୪ : ଟାଙ୍ଗୀ ର ବରିଷ୍ଠ ସାମ୍ବାଦିକ ପଦ୍ମନାଭ ବିଶ୍ୱାଳ ଓରଫ ମାଲଙ୍କୁ ଖବର ପରିବେଷଣକୁ କେନ୍ଦ୍ରକରି ଜଣେ ଅସାମାଜିକ ବ୍ୟକ୍ତି ତାଙ୍କ ଘରେ ପଶି…

ଖୋର୍ଦ୍ଧା ରେ ସାମୁହିକ ବିବାହ ଉତ୍ସବଅନୁଷ୍ଠିତ

ମା ବରୁଣେଉ ପୀଠ ରେ ୪୯ ଯୋଡ଼ିଙ୍କର ଏକାସାଙ୍ଗେ ହେଲା ବିବାହ ଖୋର୍ଦ୍ଧା,(୨୧ା୪):-  ଖୋର୍ଦ୍ଧା ର ବରୁଣେଇ ପୀଠରେ ସାମୁହିକ ବିବାହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଜିଲାରେ ବିଭିନ୍ନ…

ଏସଆଇଆର ମାଧ୍ୟମରେ ଓଡ଼ିଶାରେ ଭୋଟରଙ୍କ ନାମ ବାଦ୍ ପଡିବା ନେଇ ସନ୍ଦେହ ପ୍ରକାଶ କଲା ବିଜେଡି

୧୨ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ପ୍ରାୟ ୫ କୋଟିରୁ ଊର୍ଦ୍ଧ୍ବ ଭୋଟରଙ୍କ ନାମ ବାଦ୍ ପଡିଛି ବାର୍ଷିକ ରିଭିଜନରେ ଓଡ଼ିଶାର ୧୦ ଲକ୍ଷ ଭୋଟରଙ୍କ…

ୱାଟର ସ୍ପୋର୍ଟସ କ୍ଷେତ୍ରରେ ଓଡ଼ିଶା ପୋଲିସର ଏହି ସଫଳତା ପ୍ରେରଣାଦାୟକ : ଡ଼ି ଜି 

୨୫ତମ ସର୍ବଭାରତୀୟ ପୋଲିସ ୱାଟର ସ୍ପୋର୍ଟସ:ଗୌରବ ଆଣିଲେ ଓଡିଶା ପୋଲିସ କଟକ,(୨୦/୦୪):- ଉତ୍ତରାଖଣ୍ଡର ତେହେରିଠାରେ ଅନୁଷ୍ଠିତ ୨୫ତମ ସର୍ବଭାରତୀୟ ପୋଲିସ ୱାଟର ସ୍ପୋର୍ଟସ କ୍ଲଷ୍ଟର (କାୟାକିଙ୍ଗ, କାନୋଇଂ …

ଦିବଙ୍ଗତ ସାମ୍ୱାଦିକ ଙ୍କ ପରିବାର କୁ ଆର୍ଥିକ ସହାୟତା ପ୍ରଦାନ

ଖୋରଧା-୧୯/୪- ଗତ ଦଶଦିନ ତଳେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଚିକିତ୍ସାଳୟ ରେ ଚିକିତ୍ସିତ ହେଉଥିବା ସାପ୍ତାହିକ ଖବର କାଗଜ ” ପ୍ରଥମ” ର ଖୋରଧା ଜିଲ୍ଲା…

ଜୁନ ୨୭ ଓ ୨୮ରେ ପାଳିତ ହେବ ସରକାରୀ (କେନ୍ଦ୍ର )ପ୍ରାଥମିକ ବିଦ୍ୟାଳୟ ର ଶତ ବାର୍ଷିକୀ ସମାରୋହ

ଖୋର୍ଦ୍ଧା ,୧୯ା୪): – ବେଗୁନିଆ ପୂର୍ତ ବିଭାଗ ଡାକ ବଙ୍ଗଳା ପରିସରରେ ବେଗୁନିଆ ସରକାରୀ (କେନ୍ଦ୍ର) ପ୍ରାଥମିକ ବିଦ୍ୟାଳୟ ର ଶତ ବାର୍ଷିକୀ ସମାରୋହ ପାଳନ ଉପଲକ୍ଷେ…

ଜିଲାରେ ସ୍କୁଲ ଛୁଟି ଘୋଷଣା କଲେ ଖୋର୍ଦ୍ଧା ଜିଲାପାଳ

ଖୋର୍ଦ୍ଧା,୧୯ା୪: ପ୍ରଚଣ୍ଡ ରୌଦ୍ର ତାପ ଯୋଗୁ ଖୋର୍ଦ୍ଧା ଜିଲାରେ  ସମସ୍ତ ସ୍କୁଲ ଓ ଅଙ୍ଗନଓ୍ବାଡ଼ି କେନ୍ଦ୍ରକୁ ଛୁଟି ଘୋଷଣା କରାଯାଇଛି। ଅସହ୍ୟ ଖରାକୁ ଦେଖି ୨୦ରୁ ୨୩…

ନଗର କଂଗ୍ରେସ କମିଟି ପକ୍ଷରୁ ବିଧାୟକଙ୍କ ନାଁରେ ସାଇବର ଥାନାରେ ଅଭିଯୋଗ

ଖୋର୍ଦ୍ଧା,୧୭ା୪ :-  ଆନ୍ତଧର୍ମୀୟ ବିବାହ ପ୍ରତି ଭୁଲ ସନ୍ଦେଶ ସମାଜ କୁ ଦେବା ଦ୍ୱାରା ସାମ୍ପ୍ରଦାୟିକ ସ୍ଵଦ୍ଭାବ ନଷ୍ଟ ହେଉଥିବା ଅଭିଯୋଗ ରେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ…