Blog

ନାବାଳିକା ଦୁଷ୍କର୍ମ ମାମଲାରେ ଦୋଷୀକୁ ୨୫ ବର୍ଷ ଜେଲଦଣ୍ଡ

କେନ୍ଦ୍ରାପଡ଼ା: ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି କେନ୍ଦ୍ରାପଡ଼ା ପୋକ୍ସୋ କୋର୍ଟ ଅଭିଯୁକ୍ତଙ୍କୁ ୨୫ ବର୍ଷ ସଶ୍ରମ କାରାଦଣ୍ଡ ପ୍ରଦାନ କରିଛନ୍ତି। ଏଥିସହ ପୀଡ଼ିତାଙ୍କୁ କ୍ଷତିପୂରଣ ବାବଦରେ…

ଶ୍ରୀ ମନ୍ଦିରରେ କାଳିଆ ର କମାଲ! ବଜ୍ରପାତ ବେଳେ ବି ସୁରକ୍ଷିତ ଚୁନରା ସେବାୟତ

ପୁରୀ – ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅପାର ଲୀଳା ପୁଣି ଥରେ ଦେଖିବାକୁ ମିଳିଛି।  ରାତିରେ ଶ୍ରୀମନ୍ଦିର ଉପରେ ନୀଳଚକ୍ରରେ ପତାକା ପରିବର୍ତ୍ତନ କରୁଥିଲେ ଚୁନରା ସେବାୟତ।…

ଜିଲ୍ଲା କଂଗ୍ରେସର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ;

ତୃଣମୂଳସ୍ତରରୁ ସଂଗଠନ ସୁଦୃଢ଼ କରିବାକୁ ଟାସ୍କ ;ଜୋନ୍‌ଠାରୁ ପଞ୍ଚାୟତସ୍ତର ପର୍ଯ୍ୟନ୍ତ ହେବ କାର୍ଯ୍ୟର ସମୀକ୍ଷା : କୁସୁମ କୁମାର ଦିଲୀପ କୁମାର ପଟ୍ଟନାୟକ ଖୋର୍ଦ୍ଧା, ୨୩/୯: ଆଗାମୀ…

ଓପନଏଆଇ ସିଲେକ୍ଟ ପାର୍ଟନର ହେଲା ଭୁବନେଶ୍ୱରର କ୍ରୁଟୋ

ଏଆଇ ପ୍ରଡକ୍ଟ ଇଞ୍ଜିନିୟରିଂରେ ନୂଆ ମାଇଲଖୁଣ୍ଟ ଦିଲୀପ କୁମାର ପଟ୍ଟନାୟକ ଖୋର୍ଦ୍ଧା, ୨୩/୯: ଓଡ଼ିଶାର ଭୁବନେଶ୍ୱରରୁ ଆରମ୍ଭ ହୋଇଥିବା ଟେକ୍ନୋଲୋଜି କମ୍ପାନୀ ‘କ୍ରୁଟୋ’ ଏଆଇ କ୍ଷେତ୍ରରେ ଆଉ…

କର୍ମକ୍ଷେତ୍ରରେ ଗୁରୁମାଙ୍କ ଦ୍ୱାଦଶାହ  ପାଳିତ

ସ୍ମୃତିରେ ଭାବବିହ୍ୱଳ ହେଲେ ଗୁରୁମା, ଛାତ୍ରଛାତ୍ରୀ ଓ କର୍ମକର୍ତ୍ତା ; ନିଆରା ପରମ୍ପରା ସୃଷ୍ଟି କଲା ଭାରତୀୟ ବିଦ୍ୟା ନିକେତନ ; ଅଭିଭାବକ ଓ ବୁଦ୍ଧିଜୀବୀ ମହଲରେ…

ବିଜୁ ପଟ୍ଟନାୟକ କଲେଜ ନିକଟରୁ ମଦ ଦୋକାନ ଅନ୍ୟତ୍ର ସ୍ଥାନାନ୍ତର ଦାବି

ଦିଲ୍ଲୀପ କୁମାର ପଟ୍ଟନାୟକ ଖୋର୍ଦ୍ଧା, ସେପ୍ଟେମ୍ବର ୨୨: ଭୁବନେଶ୍ୱର ଜୟଦେବ ବିହାରସ୍ଥିତ ବିଜୁ ପଟ୍ଟନାୟକ କଲେଜ–ମେଫେୟାର ଅଞ୍ଚଳରେ ନିକଟରେ ଖୋଲାଯାଇଥିବା ମଦ ଦୋକାନକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ…

ଚୋରା ତମାଖୁ ଉତ୍ପାଦନ ଓ ଚାଲାଣ ନେଟୱର୍କର ପର୍ଦ୍ଦାଫାସ ;୪୫ ଲକ୍ଷ ଟଙ୍କାର ଗୁଟ୍‌ଖା ଜବତ, ୨ଟି ମିନିଟ୍ରକ୍‌, ୨.୯୪ ଲକ୍ଷ ନଗଦ, କଞ୍ଚାମାଲ ଓ ଯନ୍ତ୍ରପାତି ଜବତ; ୩ ଜଣଙ୍କ ନାମରେ ମାମଲା

ଦିଲ୍ଲୀପ କୁମାର ପଟ୍ଟନାୟକ ଖୋର୍ଦ୍ଧା, ୨୨/୯: ଖୋର୍ଦ୍ଧାରୁ ବ୍ରହ୍ମପୁର ପର୍ଯ୍ୟନ୍ତ ବ୍ୟାପିଥିବା ଏକ ଅଭିଯୁକ୍ତ ଚୋରା ତମାଖୁ ଉତ୍ପାଦନ ଓ ବିତରଣ ନେଟୱର୍କର ପର୍ଦ୍ଦାଫାସ କରିଛି ଖୋର୍ଦ୍ଧା…