ପୀଡ଼ିତା ମାନସିକ ଓ ଶାରୀରିକ ନିର୍ଯାତନା ପାଇଛି
ଶ୍ୱାସ ନଳୀ ପ୍ରଭାବିତ ରକ୍ତନଳି ଜନିତ ସମସ୍ୟା ଅଛି
ଭୁବନେଶ୍ୱର:- ଏୟାର ଲିଫ୍ଟ ହେବେ ବଳଙ୍ଗା ପୀଡ଼ିତା ସୂଚନା ଦେଲେ ଏମ୍ସ ନିର୍ଦ୍ଦେଶକ ।ପୀଡ଼ିତା ୭୦ ରୁ ୭୫ ପର୍ସେଣ୍ଟ୍ ଜଳିଥିବାରୁ ରହିଛି ବହୁତ୍ ସମସ୍ୟା ।ଏୟାର ଲିଫ୍ଟ ବ୍ୟବସ୍ଥା ପାଇଁ ପ୍ରସ୍ତୁତି ଆରମ୍ଭ । ଭେଣ୍ଟିଲେଟର ନାହାନ୍ତି ନାହାନ୍ତି ପୀଡ଼ିତା । ଆଇ ସି ୟୁ ରେ ଅକ୍ସିଯେନ୍ ରେ ଅଛନ୍ତି ଏମ୍ସ ।ଆଗାମୀ ୪୮ ଘଣ୍ଟା ବେଶ ଗୁରୁତ୍ୱପୂର୍ଣ୍ଣ ।୧୦ ମିନିଟ ଏମ୍ସ ରୁ ଏୟାରପୋର୍ଟ ରେ ପହଞ୍ଚିବାକୁ ପ୍ରସ୍ତୁତି ଆରମ୍ଭ । ୬ ଟି ବିଭାଗର ୧୨ ଜଣ ଡାକ୍ତର କରୁଛନ୍ତି ଚିକିତ୍ସା ବୋଲି ସୂଚନା ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now
