ଜୟପୁର :- ଜୟପୁର ନିକଟସ୍ଥ ପାତ୍ରପୁଟ ଠାରେ ଘଟିଛି ଅଭାବନୀୟ ଘଟଣା। ବାକି ଟଙ୍କା ମାଗିବାରୁ ବେକ କଟିଲା ଦୁବୃର୍ତ୍ତ । ପେଟ୍ରୋଲ ପମ୍ପ କର୍ମଚାରୀ
ଙ୍କ ବେକ କଟିଲା ଦୁବୃର୍ତ୍ତ । ସୂଚନାଯୋଗ୍ୟ jrcଆହତ କର୍ମଚାରୀ ହେଲେ ବୈପାରିଗୁଡ।ର ରାଜେନ୍ଦ୍ର ଖିଲ। ଅଭିଯୁକ୍ତ ବୁଡୁ ନାଗକୁ ଘୋଷାରି ଘୋଷାରି ପିଟିଲେ ଗ୍ରାମବାସୀ । ଉଭୟଙ୍କୁ ମେଡିକାଲ ରେ ଭର୍ତ୍ତି କଲା ପୋଲିସ ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now
