ଭୁବନେଶ୍ୱର : – ୧୪ ଜଣିଆ ବିଶେଷଜ୍ଞ ସହ ଆଲୋଚନା କରୁଛନ୍ତି ଏମ୍ସ ନିର୍ଦ୍ଦେଶକ । ପୀଡ଼ିତା ଙ୍କ ସ୍ୱାସ୍ଥ୍ୟବସ୍ଥା ରେ ଉନ୍ନତି ଘଟିଛି । ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ ଙ୍କ ସହ କଥା ହେଲେ ନିର୍ଦ୍ଦେଶକ ।ଆଉ କିଛି ସମୟ ପରେ ଏୟାର ଲିଫ୍ଟ କରାଯିବ ବୋଲି ସୂଚନା ଦେଇଛନ୍ତି ପୀଡ଼ିତାଙ୍କ ଭାଇ । ଏ ପର୍ଯ୍ୟନ୍ତ ଏମ୍ସ ପକ୍ଷ ରୁ କୌଣସି ସୂଚନା ଦିଆଯାଇ ନାହିଁ ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now
