ବଳଙ୍ଗା ପୀଡ଼ିତା ମାମଲାରେ ବଳଙ୍ଗା ଥାନା ଘେରାଉ କଲା ବିଜେଡି

ପୁରୀ :- ବହୁ ବିଜେଡି ନେତା ଓ କର୍ମୀ ବାଲଙ୍ଗା ଥାନା ଘେରାଉ କରିଛନ୍ତି ଓ ୪୮ ଘଣ୍ଟା ମହଲତ ଦେଲା ବିଜେଡି । ବାଳଙ୍ଗା ପୀଡ଼ିତା ମାମଲାରେ ଦୋଷୀ କୁ ଧରିବାକୁ ଟାଇମ ଦେଲା ବିଜେଡି । ବିଫଳ ହେଲେ ପିପିଲି ଠାରେ ରାସ୍ତାକୁ ଓହ୍ଲାଇବ ବିଜେଡି ।ପୁରୀ ଭୁବନେଶ୍ଵର ରାସ୍ତା ବନ୍ଦ କରିବାକୁ ଚେତାବନୀ ଦେଲା ବିଜେଡି ।

Advertisement
Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *