ଖୋର୍ଦ୍ଧା :- ଜାତୀୟ ରାଜପଥ ର ବାଟ ମଙ୍ଗଳା ଛକର ଅନତି ଦୂରରେ ଧଟିଛି ଦୁର୍ଘଟଣା । ହୋଣ୍ଡା ସିଟି କାର କୁ ପିଟିଲା ଅଲ୍ଟୋ କାର ।.

ଦୁଇ କାର ଚୁରମାର ଅଳ୍ପକେ ବର୍ତିଲେ ଚାଳକ । ଏୟାର ବ୍ୟଗ ଯୋଗୁଁ ବଞ୍ଚିଲା ଉଭୟ ଚାଳକ ଙ୍କ ଜୀବନ । ଘଟଣା ସ୍ଥଳରେ ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନା ପୋଲିସ ପହଞ୍ଚି ଗାଡ଼ି ଉଧାର କରିବା ସହ ତଦନ୍ତ ଜାରି ରଖିଛି ।

Subha Khabar is now on Whatsapp
Join and get latest news update delivered to you via whatsapp
Join Now
