ବଳଙ୍ଗା ନାବାଳିକା ଜାଳିବା ଘଟଣା : ମହିଳା କଂଗ୍ରେସ ର ବିକ୍ଷୋଭ

ଉପ ମୁଖ୍ୟମନ୍ତ୍ରୀ ଙ୍କ ବାସ ଭବନ ଘେରିଲେ ମହିଳା କଂଗ୍ରେସ କର୍ମୀ ।। ବାସଭବନ କୁ ଟମାଟୋ ମାଡ଼ କଲେ କର୍ମୀ । ମହିଳା କଂଗ୍ରେସ ସଭାପତି ମିନାକ୍ଷୀ ବାହିନୀପତି ଙ୍କ ନେତୃତ୍ୱରେ ଘରୁ । ଏ ଘଟଣା କୁ ନିନ୍ଦା କରିଛି କଂଗ୍ରେସ ।

Advertisement
Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *