ଶିଳ୍ପ ସମ୍ମିଳନୀ – ‘ଓଡ଼ିଶା  ଟେକ୍ସ -୨୦୨୫’ ଉଦ୍ଘାଟିତ

ଭୁବନେଶ୍ୱର :- ଓଡ଼ିଶା ର  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶିଳ୍ପ ସମ୍ମିଳନୀ – ‘ଓଡ଼ିଶା  ଟେକ୍ସ -୨୦୨୫’  ର ଉଦଘାଟନ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ୬ଗୋଟି ପ୍ରକଳ୍ପର ଉଦଘାଟନ କରିଛନ୍ତି । ଏହି ଅବସରରେ ଏକାଧିକ ଏମଓୟୁ ସ୍ୱାକ୍ଷର ସହ  ୧୦,୦୦୦ କୋଟି ଟଙ୍କାର ପୁଞ୍ଜି ନିବେଶ ଆସୁଥିବାବେଳେ ଏହାଦ୍ୱାରା ୨୫୦୦୦ ରୁ ଅଧିକ ନିଯୁକ୍ତି ସୁଯୋଗ ସୁନିଶ୍ଚିତ ହେବାକୁ ଯାଉଛି  ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

Advertisement
Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *