ଖୋର୍ଦ୍ଧା,(୨୪/୦୧):- ଗୟାବନ୍ଧ ରେ ହାତୀ ଆକ୍ରମଣରେ ଜଣଙ୍କ ର ମୃତ୍ୟୁ।ମୃତକ ଜଣଙ୍କ ଗୟାବନ୍ଧ ର ସଂସାରୀ ଭୂଜବଳ ବୟସ ୪୦ବର୍ଷ ହେବ।ସଂସାରୀସକାଳୁ ରାସ୍ତାରେ ଯାଉଥିବା ବେଳେ ହାତୀ ଜଂଗଲରୁ ଆସି କରିଛି ଆକ୍ରମଣ।ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ସୂଚନା । ବନବିଭାଗ ପହଞ୍ଚି ନଥିବା ସୂଚନା।

Subha Khabar is now on Whatsapp
Join and get latest news update delivered to you via whatsapp
Join Now
