ଖୋରଧା, (19/03):- ବେଗୁନିଆ ବ୍ଲକ ଅନ୍ତର୍ଗତ ବୋତଳମା ଗ୍ରାମ ପଂଚାୟତ କତକପାଟଣା(ଡୋଭା) ଗ୍ରାମର ୧୫ ବର୍ଷ ର ପିଲା ସାଇ ସ୍ୱସ୍ତିକ ବେହେରା ଫୋନ୍ ନମ୍ୱର୍ – 7873501779 ଗତ ୩ ଦିନ ହେବ ଘରୁ କୁଆଡେ ରୁଷିକି ପଳେଇଛନ୍ତି। ସହୃଦୟତା ଦୃଷ୍ଟିରୁ ଯଦି କେଉଁ ବ୍ୟକ୍ତିବିଶେଷ ଏହି ପିଲାଟିର ସନ୍ଧାନ ପାଆନ୍ତି ତେବେ ଯଥାଶୀଘ୍ର ଏହି 8260882974 ନମ୍ବର ରେ ଜଣାଇବାକୁ ଅନୁରୋଧ କରିଛନ୍ତି ତାଙ୍କର ପରିବାର ବର୍ଗ ।

Subha Khabar is now on Whatsapp
Join and get latest news update delivered to you via whatsapp
Join Now
