ଭୁବନେଶ୍ଵର :- ଓଡ଼ିଶା ପ୍ରଶାସନିକ ସେବା ସଂଘ ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନର ଅତିରିକ୍ତ କମିଶନର ରତ୍ନାକର ସାହୁ ଙ୍କ ଉପରେ ସରକାରୀ ପରିସରରେ ସ୍ପଷ୍ଟ ଦିବାଲୋକରେ ଘଟିଥିବା ଭୟଙ୍କର ଏବଂ ନିନ୍ଦନୀୟ ଆକ୍ରମଣର ପ୍ରତିବାଦରେ ୧ ଜୁଲାଇ ୨୦୨୫ ଠାରୁ ଗଣ ଛୁଟିରେ ଯିବା ପାଇଁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏହି କାର୍ଯ୍ୟକ୍ରମ ପାଇଁ ବହୁ ସଂଘ ସମର୍ଥନ ଜଣାଇଥିଲେ ।ଏ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଙ୍କୁ ।ଗତକାଲି ବିଳମ୍ବିତ ରାତ୍ରୀରେ ମୁଖ୍ୟମନ୍ତ୍ରୀ ଙ୍କ ସହ ଆଲୋଚନା ପରେ ସାମୁହିକ ଛୁଟି ରୁ ବିରତ ରହିଛି ସଂଘ ।

Subha Khabar is now on Whatsapp
Join and get latest news update delivered to you via whatsapp
Join Now
