ହାତୀ ଆକ୍ରମଣରେ ମୃତ୍ୟୁବରଣ କଲେ ସଂସାରୀ

ଖୋର୍ଦ୍ଧା,(୨୪/୦୧):-  ଗୟାବନ୍ଧ ରେ ହାତୀ ଆକ୍ରମଣରେ ଜଣଙ୍କ ର ମୃତ୍ୟୁ।ମୃତକ ଜଣଙ୍କ ଗୟାବନ୍ଧ ର ସଂସାରୀ ଭୂଜବଳ ବୟସ ୪୦ବର୍ଷ ହେବ।ସଂସାରୀସକାଳୁ ରାସ୍ତାରେ ଯାଉଥିବା ବେଳେ ହାତୀ ଜଂଗଲରୁ ଆସି କରିଛି ଆକ୍ରମଣ।ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ସୂଚନା । ବନବିଭାଗ ପହଞ୍ଚି ନଥିବା ସୂଚନା।

Advertisement
Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *