ନୂଆପଡ଼ା ଉପ ନିର୍ବାଚନ ପ୍ରଚାର ପାଇଁ ନବୀନ ଙ୍କ ନୂଆ ଟିମ୍

ଭୁବନେଶ୍ବର,(୧୬/୧୦):- ନୂଆପଡ଼ା ବିଧାନ ସଭା ଉପ ନିର୍ବାଚନ ପାଇଁ ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ନୂଆ ଟିମ୍ ।ନୂଆପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ନୂଆପଡା ବ୍ଲକ୍,  ନୂଆପଡ଼ା ଏନ୍ ଏ ସି, କୋମନା ବ୍ଲକ ଓ ଖରୀଆର ରୋଡ ଏନ୍ ଏ ସି କୁ ନେଇ ଗଠିତ ହୋଇଥିବା ବେଳେ ଦଳ ରାଜ୍ୟସଭାପତି ନୂଆପଡ଼ା ବ୍ଲକ୍ ପାଇଁ ୧୮ ଜଣ,ନୂଆପଡ଼ା ଏନ୍ ଏ ସି ପାଇଁ ୮ ଜଣ,କୋମନା ବ୍ଲକପାଇଁ ୧୮ ଓ  ଖରୀଆର ରୋଡ ଏନ୍ ଏ ସି ପାଇଁ ୬ ଜଣ ନେତା ଙ୍କୁ ଦାୟିତ୍ବ ଦେଇଛନ୍ତି । ଏହି ନେତା ମାନେ ନୂଆ ପଡ଼ା ରେ ପହଁଚି ଦଳୀୟ ପ୍ରାର୍ଥୀନୀ ସ୍ନେହାଙ୍ଗିନୀ ଛୁରିଆ ପାଇଁ ପ୍ରଚାର ମଇଦାନ କୁ ଓହ୍ଲାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

Advertisement
Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *