ସମାଜସେବୀ,ପ୍ରବନ୍ଧକ ଲେଖକ ବରିଷ୍ଠ ନାଗରିକଙ୍କ ପରଲୋକ।

ଖୋର୍ଦ୍ଧା:୨୫/୦୮ ଖୋର୍ଦ୍ଧା ବୁଢ଼ୀ ବଗିଚାର ଜଣା ଶୁଣା ପୂର୍ବତନ ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ କର୍ମଚାରୀ ସମାଜ ସେବୀ ପ୍ରବନ୍ଧକ ଲେଖକ ଶ୍ରୀଯୁକ୍ତ ପୂର୍ଣ୍ଣ ଚନ୍ଦ୍ର ହୋତାଙ୍କ ସୋମବାର ରାତ୍ର ୧୦.ଘ୍ ସମୟରେ ହୋତା ପାରିବାରକୁ ଶୋକ ସାଗରରେ ଭସାଇ ଇହଲିଳା ସମ୍ବରଣ କରିଛନ୍ତି। ପୂର୍ଣ୍ଣ ଚନ୍ଦ୍ର ହୋତାଙ୍କ ମୃତ୍ୟୁ ଖବର ପାଇ ଖୋର୍ଦ୍ଧାର ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ସାହୁ, ଖୋର୍ଦ୍ଧା ସହରର ଏବଂ ବୁଢ଼ୀ ବଗିଚାର ବରିଷ୍ଠ ନାଗରିକ ମାନେ ଓ ତାଙ୍କ ସାନ ପୁଅ ଲୁନା ହୋତାଙ୍କ ଯୁବ ବନ୍ଧୁ ମାନେ ଅମର ଆତ୍ମାର ସଦ୍ଗତି କାମନା କରି ପୁରୀ ସ୍ବର୍ଗ ଦ୍ବାରରେ ଆତ୍ନେଷ୍ଟି କ୍ରିୟା ସମାପନ କରିଛନ୍ତି। ତାଙ୍କ ବଡ଼ ପୁଅ ମନୋଜ  ମୁଖାଗ୍ନି ଦେଇଛନ୍ତି।

Advertisement
Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *