ବିଜେଡି କର୍ମୀଙ୍କୁ କାହିଁକି ଉଠା ଯାଉଛି , ବିଜେପି କର୍ମୀଙ୍କୁ କଣ ପାଇଁ ଛାଡ଼ : ଇପ୍ସିତା ସାହୁ
ଭୁବନେଶ୍ୱର :- ଏମ୍ସ ଆଗରେ ବଳଙ୍ଗା ନାବାଳିକା ଘଟଣାରେ ବିଜେଡି ର ପ୍ରତିବାଦ ।ବାଲେଶ୍ଵର ରୁ ବଳଙ୍ଗା ସବୁଠି ନାରୀ ଅସୁରକ୍ଷିତ । ସରକାର ପୋଲିସ ନିସ୍କ୍ରିୟ କାହିଁକି ?
ନାରୀ ସୁରକ୍ଷା ପାଇଁ ଏଭଳି ଅବହେଳା କାହିଁକି ବୋଲି ପ୍ରଶ୍ନ କରିଛି ବିଜେଡି ।ଆଇନ ଓ ପୋଲିସ ଙ୍କୁ ଅପରାଧୀ ଙ୍କ ଡର ନାହିଁ । କେବେ ଚେତିବେ ରାଜ୍ୟ ସରକାର ବୋଲି ପ୍ରଶ୍ନ କରିଛି ବିଜେଡି । ବିଜେଡି ଓ କଂଗ୍ରେସ କର୍ମୀ ଙ୍କୁ ଉଠାଇଲା ପୋଲିସ :ଏମ୍ସ ପରିସରରେ ଲାଗିଲା ୧୬୩ ଧାରା।
Subha Khabar is now on Whatsapp
Join and get latest news update delivered to you via whatsapp
Join Now
