ଅସହ୍ୟ ହେଲା ସ୍ଵାମୀଙ୍କ ନିର୍ଯାତନା : ଦୁଇ ଝିଅଙ୍କୁ ବିଷ ଦେଇ ନିଜେ ପିଈଲେ

ସୁନ୍ଦରଗଡ଼ : ପ୍ରତ୍ୟହ ମଦ ପିଇ ସ୍ବାମୀ ଦିଅନ୍ତି ଅସହ୍ୟ ନିର୍ଯାତନା। ଝିଅ ମାନେ ବଡ଼ ହୋଇଯାଇଥିବା ରୁ ଭଲ ଲାଗିଲାନି ସ୍ତ୍ରୀ କୁ । କେତେ ସାହିବ ସେ ସ୍ୱାମୀର ଅତ୍ୟାଚାର । ପରିବାର ର କିଛି ଦାୟିତ୍ବ ନେଉନଥିଲା ସ୍ବାମୀ। ବାଧ୍ୟ ହୋଇ ଚାଷ ପାଇଁ ଥିବା କୀଟନାଶକ ଖାଇଲେ ସ୍ତ୍ରୀ ଓ ପିଆଇଲେ ଦୁଇ ଝିଅଙ୍କୁ। ସମସ୍ତେ ଗୁରୁତର ଅବସ୍ଥା ରେ ଲହୁଣୀପଡ଼ା  ମେଡିକାଲ ରେ ଭର୍ତ୍ତି । ଏ ପର୍ଯ୍ୟନ୍ତ ଥାନା ରେ ଅଭିଯୋଗ ନ ହୋଇଥିବା ସୂଚନା ।

Advertisement
Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *