ସୋର :- ବିଧାୟକ ଙ୍କ ଗାଡ଼ି ଧକ୍କାରେ ସ୍କୁଟି ଚାଳକ ମୃତ । ସୋର
ଜାମୁଝ।ଡି ଛକ ନିକଟରେ ସ୍କୁଟି କୁ ଧକ୍କାଦେଲା ବିଧାୟକ ଙ୍କ ଗାଡ଼ି । ଦୁର୍ଘଟଣା ପାରେ ତାଙ୍କୁ ସିମୁଳିଆ ଡାକ୍ତରଖାନା ନିଆଯାଇଥିଲା । ସେଠାରେ ତାଙ୍କୁ ମୃତ ଘୋଷଣା କଲେ ଡାକ୍ତର ।ଉକ୍ତ ଗାଡିଟି ପଞ୍ଚିମବଙ୍ଗର ବିଧାୟକ ଗୌତମ ଚୌଧୁରୀ ଙ୍କର ବୋଲି ସୂଚନା । ବିଧାୟକଙ୍କୁ ସିମୁଳିଆ ଥାନାରେ ଜେରା କରୁଛି ପୁଲିସ ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now
