ଭୁବନେଶ୍ୱର :- ସଚିବ ଓ ଜିଲ୍ଲାପାଳ ସ୍ତରରେ ବଡ଼ ଧରଣ ର ଅଦଳ ବଦଳ କରିଛନ୍ତି ସରକାର ।ସେହି କ୍ରମରେ ଖୋର୍ଦ୍ଧା ଜିଲ୍ଲାପାଳ ହେଲେ ଅମ୍ରିତ ଋତୁରାଜ । ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ଚିଠି ସଂଖ୍ୟା 24877/AIS.I ତାରିଖ ୨୨.୦୭.୨୦୨୫ ଅନୁଯାୟୀ ଶ୍ରୀ ଋତୁରାଜ ଙ୍କୁ ବିଭାଗ ଖୋର୍ଦ୍ଧା ଜିଲ୍ଲାପାଳ ରୂପେ ନିଯୁକ୍ତି ଦେଇଛନ୍ତି ।୨୦୧୫ ବ୍ୟାଚ ଆଇ. ଏ .ଏସ. ଶ୍ରୀ ଋତୁରାଜ କନ୍ଧମାଳ ଜିଲ୍ଲାରୁ ଖୋର୍ଦ୍ଧା ଜିଲ୍ଲାପାଳ ରୂପେ ବଦଳି କରିଛନ୍ତି ସରକାର ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now