ନିମାପଡ଼ା ନାବାଳିକା କୁ ଜାଳିବା ଘଟଣା :ଏମ୍ସ ରେ ବିଶେଷଜ୍ଞ ଟିମ୍ ଗଠନ

ଭୁବନେଶ୍ୱର:- ବାଲେଶ୍ଵର ଘଟଣା ର ସାତଦିନ ପରେ ଆଉ ଗୋଟିଏ ଘଟଣା । ସରକାରୀ ବ୍ୟବସ୍ଥା ଭୁଶୁଡ଼ି ଗଲାଣି କି ? ଏମ୍ସ ରେ ୧୪ ଜଣିଆ ବିଶେଷଜ୍ଞ ଟିମ୍ ଗଠନ ।ବିଭିନ୍ନ ବିଭାଗର ବିଶେଷଜ୍ଞ ଡାକ୍ତର ଙ୍କୁ ନେଇ ଟିମ୍ ଗଠନ । ଟିମ୍ ରେ ମେଡିସିନ ପ୍ରଫେସର ଅନୁପମ ଦେ ସାମିଲ । ପୁଲମମୁନାରୀ ମେଡିସିନ ପ୍ରଫେସର ମନୋଜ ପାଣିଗ୍ରାହୀ ସାମିଲ । ପୀଡ଼ିତାଙ୍କ ଚିକିତ୍ସା ପାଇଁ ଏମ୍ସ ରେ ଚାଲିଛି ବ୍ୟବସ୍ଥା ବୋଲି ଏମ୍ସ କର୍ତ୍ତୃପକ୍ଷ ଙ୍କ ସୂଚନା ।

Advertisement
Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *