ଭୁବନେଶ୍ଵର:- ବିଏମସି ଅଫିସ ରେ ଆକ୍ରମଣ ଘଟଣା । ରାସ୍ତା ରେ ଅଫିସ କର୍ମଚାରୀ ବିଜେଡି ନେତୃତ୍ୱ ରାସ୍ତା ବନ୍ଦ କରିବା ପରେ ଜନପଥ ରେ ଚଳାଚଳ ଠପ୍ । ଅଧ ବାଟରେ ଫସିଛନ୍ତି ଲୋକ । ଠପ୍ ହେଲା ଚଳାଚଳ। ଉଭୟପଟ ରାସ୍ତାରେ ଗିରଫ ହେଲେ ତିନି ଅଭିଯୁକ୍ତ। ଅଭିଯୁକ୍ତ ମାନେ ହେଲେ ବିଜେପି କର୍ପୋରେଟର ଜୀବନ ରାଉତ ଓ ନେତା ରଶ୍ମି ମହାପାତ୍ର, ଦେବାଶିଷ ପ୍ରଧାନ । ବିଜେଡି ନେତୃମଣ୍ଡଳୀ, ଯୁବ ଛାତ୍ର ଙ୍କୁ ଗିରଫ କରିଛି ଖାରବେଳ ନଗର ପୋଲିସ । ସମସ୍ତ ଅଭିଯୁକ୍ତ ଙ୍କୁ ଗିରଫ କରିବା,ବିଜେପି ର ଦାଦଗିରି କୁ ନିନ୍ଦା କରିଛନ୍ତି ସାଧାରଣ ଲୋକେ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now
