ଭୁବନେଶ୍ୱର :- ଚନ୍ଦକା ଅଭୟାରଣ୍ୟରେ ଲଘୁ ଖଣିଜ ଲୁଟ ।ଜଙ୍ଗଲ ର ଟ୍ରେଞ୍ଜ କୁ ପୋତି ଭିତରକୁ ଗାଡ଼ି ନେଇ ଖଣି ଖନନ କରି ଲଘୁ ଖଣିଜ ଚୋରି । କେମିତି ଅଭୟାରଣ୍ୟ ଭିତରକୁ ଗଲେ ଖଣି ମାଫିଆ । ଏହା ପଛରେ କୋଉ ବନ ବିଭାଗ କର୍ମଚାରୀ ସଂପୃକ୍ତ ଅଛନ୍ତି ଜଣା ପଡିନି । ଡି ଏଫ୍ ଓ କହି କଥାକୁ ସ୍ୱୀକାର କରିବା ପାଇଁ ଏ ସି ଏଫ୍ କୁ ଦାୟିତ୍ବ ଦେଇଛନ୍ତି । କେବେ ଠାରୁ ଏହା ହେଉଛି ଜଣାପଡିନି। ଖଣି ଖନନ ରେ ନିୟୋଜିତ ଥିବା କର୍ମଚାରୀ କିମ୍ବା ଠିକା କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ଏଥିରେ ନିୟୋଜିତ ଗାଡ଼ି ଗୁଡ଼ିକର ମାଲିକ ଙ୍କୁ ଖୁବ୍ ଶୀଘ୍ର ନୋଟିସ କରାଯିବ ବୋଲି କହିଛନ୍ତି ଡି ଏଫ୍ ଓ।
କୁ
Subha Khabar is now on Whatsapp
Join and get latest news update delivered to you via whatsapp
Join Now
