ପିପିଲି :- ତେଇଶି ପୁର ପୋଟଳ ଗାଁ ରେ ଘଟିଛି ଅଭାବନୀୟ ଘଟଣା। ଘରେ କେହି ନ ଥିବା ବେଳେ ଘଟିଛି ଏ ଘଟଣା । ୨ବର୍ଷ ର ପୁଅ ସହ ବାପା କରିଛି ଆତ୍ମହତ୍ୟା । ଝୁଲନ୍ତା ଅବସ୍ଥାରେ ଦୁଇ ମୃତ ଦେହ ଉଧାର । ପାରିବାରିକ କଳହ ରୁ ଆତ୍ମହତ୍ୟା କରିଥିବା ସନ୍ଦେହ । ତଦନ୍ତ କରୁଛି ସ।ତସଂଖ ଫାଣ୍ଡି ପୋଲିସ ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now
