ରାଜ୍ୟ ଶରଧାବାଲିରେ ୩ଶ୍ରଦ୍ଧାଳୁ ଙ୍କ ମୃତ୍ୟୁ ଘଟଣାରଥଯାତ୍ରା ଅବସରରେ ଶରଧାବାଲିରେ ଦଳାଚକଟା ରେ ୩ଶ୍ରଦ୍ଧାଳୁ ଙ୍କ ମୃତ୍ୟୁ ଘଟଣା ରେ ହସ୍ତକ୍ଷେପ କଲେ ରାଜ୍ୟ ମାନବଧିକାର କମିଶନର ।ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ମାନବଧିକାର କମିଶନର ଚିଠି ।ପୁରୀ ଜିଲ୍ଲାପାଳ ଓ ଏସ୍ପିଙ୍କୁ ମଧ୍ୟ କମିଶନର ଚିଠି କରି ରିପୋର୍ଟ ଦାଖଲ ସହ ଆଗକୁ ଏପରି ନହେବାକୁ ଲେଖିଲେ ଚିଠି । Subha KhabarJuly 2, 2025July 2, 2025 Advertisement Subha Khabar is now on Whatsapp Join and get latest news update delivered to you via whatsapp Join Now
ବିଦ୍ୟୁତ୍ ଆଘାତରେ ଶ୍ରମିକର ମୃତ୍ୟୁ : ମୃତକଙ୍କୁ ଭେଟିଲେ ବିଧାୟକ ଖୋର୍ଦ୍ଧା: ଖୋର୍ଦ୍ଧା – ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ବାଘମାରୀ- ସାରୁଅ ମଧ୍ୟରେ ବାଇପାସ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲୁଅଛି। ଏଥିରେ ବୋଲଗଡ ଥାନା ଅନ୍ତର୍ଗତ…
ପୂଳା ପୂଳl ଗର୍ଭପାତ କିଟ୍ ଜବତ ଭୁବନେଶ୍ଵର :-ବେଆଇନ ଗର୍ଭପାତ କିଟ୍ ବିକ୍ରି ଉପରେ ବଡ ଧରଣର ଚଢାଉ କରିଛି ଡ୍ରଗ୍ସ କଣ୍ଟ୍ରୋଲ୍ ବିଭାଗ । ଭୁବନେଶ୍ୱରର ନୟାପଲ୍ଲୀ ଅଞ୍ଚଳରେ ଥିବା ଏକ ମେଡିସିନ…
ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବୀ ପତ୍ର ପ୍ରଦାନ କଲା କନିଷ୍ଠ ଶିକ୍ଷକ ସଂଘ ଖୋର୍ଦ୍ଧା ୧ ୨/୫ ପ୍ରାଥମିକ ଶିକ୍ଷାରୁ ସ୍କିମାଟିକ୍ ନିଯୁକ୍ତ ପ୍ରକ୍ରିୟାକୁ ହଟାଯିବ। ସ୍କିମାଟିକ୍ ନିଯୁକ୍ତି ପାଇଥିବା ଶିକ୍ଷକମାନଙ୍କୁ ନିୟମିତ କରାଯିବ। ସ୍କୁଲରେ ୨୦୩୬ ସୁଦ୍ଧା ୪୪୦୦୦ ପ୍ରାଥମିକ…