ଦାବି ପୂରଣ ନହେଲେ କାର୍ଯ୍ୟରେ ଯୋଗଦେବେନି ଅଧିକାରୀ  : OASA

ତିନି ଦଫା ଦାବି ରଖିଲେ ଓଡ଼ିଶା ପ୍ରଶାସନିକ ସେବା ସଂଘ, ଓଡ଼ିଶା

ଭୁବନେଶ୍ବର :- ଓଡ଼ିଶା ପ୍ରଶାସନିକ ସେବା ସଂଘ, ଓଡ଼ିଶା ତରଫରୁ ତିନି ଦଫା ଦାବି ସହ ଦସ୍ତଖତ ସମ୍ବଳିତ ଏକ ଚିଠି ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଲେଖିଛି ସଂଘ  । ଯଦି ଏହା ପୁରାଣ ନହୁଏ ତେବେ କାର୍ଯ୍ୟରେ ଯୋଗ ନଦେଇ ସମୂହ ଛୁଟିରେ ରହିବେ ସମସ୍ତ ଅଧିକାରୀ ।

ମୁଖ୍ୟ ଅଭିଯୁକ୍ତ ଘଟଣା ପଛର ନାୟକ ଜଗନ୍ନାଥ ପ୍ରଧାନ ଙ୍କୁ ଗିରଫ

ଉପଜିଲ୍ଲାପାଳ, ତହସିଲଦାର, ବିଡ଼ିଓ , କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କୁ କାର୍ଯ୍ୟ ସମୟରେ ସୁରକ୍ଷା ।

ସମସ୍ତ କର୍ମଚାରୀଙ୍କୁ ସରକାର ସୁରକ୍ଷା ଦେବା

Advertisement

ଉପର ଲିଖିତ ଦାବି ଗୁଡ଼ିକ ପୂରଣ କରିବାପାଇଁ ମୁଖ୍ୟମନ୍ତ୍ରୀ ଙ୍କୁ ଚିତି ମାଧ୍ୟମରେ ଜଣାଉଛି ସଂଘ ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *