ଖୁବ୍ ଶୀଘ୍ର ଫେରିବେ ନବୀନ

ଭୁବନେଶ୍ଵର :-ସଫଳତାର ସହ ସରିଛି ଅସ୍ତ୍ରୋପଚାର ।ଏବେ ଅବଜରଭେସନରେ ଓଡ଼ିଆଙ୍କ ପ୍ରିୟ ନେତା ନବୀନ ପଟ୍ଟନାୟକ ।ମୁମ୍ବାଇର କୋକିଳାବେନ୍ ଧୀରୁଭାଇ ଅମ୍ବାନୀ ହସପିଟାଲରେ ହୋଇଛି ସର୍ଜରୀ । ଏନେଇ କାଲି ସୂଚନା ଦେଇଛନ୍ତି ନବୀନ ଙ୍କ ବ୍ୟକ୍ତିଗତ ସ୍ବାସ୍ଥ୍ୟ ପରାମର୍ଶଦାତା ଡଃ ରମାକାନ୍ତ ପଣ୍ଡା ।ସପ୍ତାହକ ମଧ୍ୟରେ ଡିସଚାର୍ଜ ହେବେ ନବୀନ।
ଆଜି ଭେଟିପାରନ୍ତି ପରିବାର ସଦସ୍ୟ  ଓ ବିଶିଷ୍ଟ ବ୍ୟକ୍ତିତ୍ଵ ।ଖୁବ୍ ଶୀଘ୍ର ଓଡିଶା ଫେରି ଓଡ଼ିଶାବାସୀ ଙ୍କ ସେବାରେ ନିୟୋଜିତ ହେବେ ।

Advertisement
Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *