Blog

ବିଜେବି ଉଚ୍ଚ ବିଦ୍ୟାଳୟରେ କାରଗିଲ ବିଜୟ ଦିବସ ପାଳନ

ଖୋର୍ଦ୍ଧା :- ଆଜି ସ୍ଥାନୀୟ ବିଜେବି ଉଚ୍ଚ ବିଦ୍ୟାଳୟ ପରିସରରେ କାରଗିଲ ବିଜୟ ଦିବସ ଉପଲକ୍ଷେ  ଏକ ଗର୍ବପୂର୍ଣ୍ଣ ଓ ସ୍ମୃତିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି…

ସାମ୍ବାଦିକଙ୍କୁ ଉପଯୁକ୍ତ ସମ୍ମାନ ଦେଲେ ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାର

ବିହାର ପତ୍ରକାର ସମ୍ମାନ ଓ ବିହାର ପତ୍ରକାର ସମ୍ମାନ ପେନସନ ଯୋଜନା  ର ଅର୍ଥ ରାଶି ବୃଦ୍ଧି ପାଟନା:- ବିହାର ପତ୍ରକାର ସମ୍ମାନ ପେନସନ ଯୋଜନା’ ଅଧୀନରେ,ସମସ୍ତ…

ବଇଁଶିଧର ଡିଗ୍ରୀ ମହାବିଦ୍ୟାଳୟ ରେ
ଦିକ୍ଷ।ରମ୍ଭ ସ।ମ୍ବତ୍ସରିକ ଉତ୍ସଵ ପାଳିତ

ନୟାଗଡ :- ନୟାଗଡ ଜିଲ୍ଲାର ଇଟାମାଟି ସ୍ଥିତ ବଇଁଶିଧର ଡିଗ୍ରୀ ମହାବିଦ୍ୟାଳୟ ରେ ଦିକ୍ଷ।ରମ୍ଭ ସ।ମ୍ବତ୍ସରିକ ଉତ୍ସଵ  ମହାସମାରୋହ ରେ ପାଳିତ ହୋଇଯାଇଛି । ମହାବିଦ୍ୟାଳୟ ର…

ବାର୍ଡ ଫ୍ଲୁ ଲାଗି ପ୍ରଶାସନ ର ବଢ଼ିଛି ଚିନ୍ତା
ମରାଗଲା ୭୦୩ ବତକ:ସଚେତନତା ବାର୍ତ୍ତା ଓ ଯାଞ୍ଚ କଲେ ପ୍ରାଣୀ ଚିକିତ୍ସକ ଓ କର୍ମଚାରୀ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଜଂକିଆରେ ବାର୍ଡ ଫ୍ଲୁ ଚିହ୍ନଟ ହେବା ପରେ ତତ୍ପର ହୋଇଛି ପ୍ରାଣୀ ବିଭାଗ।  ଜଂକିଆ ମୁଣ୍ଡାଆମ୍ବ ରେ ଥିବା କୁକୁଡ଼ା ଫାର୍ମ ରୁ…

ଓଡିଶା ସିନେ ୱ।ର୍କରସ ଆସୋସିଏସନ୍ ତରଫରୁ କଳାକାର ଦିବସ ପାଳନ

ଖୋର୍ଦ୍ଧା :- ଖୋର୍ଦ୍ଧା ରୋଟାରୀ କ୍ଲବ ରେ ଓଡିଶା ସିନେ ୱାର୍କର୍ସା ଆସୋସିଏସନ୍ ତାରଫରୁ କଳାକାର ଉତ୍ସବ  ମହାଡମ୍ବରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବ ରେ…

ନାଲକୋର କର୍ପୋରେଟ୍ କାର୍ଯ୍ୟାଳୟ ପରିଦର୍ଶନ କଲେ ରାଜ୍ୟପାଳ

ସିଏସଆର ଅଧୁନରେ ଛାତ୍ରଛାତ୍ରୀଙ୍କ ଙ୍କ ସ୍ବାସ୍ଥ୍ୟ ଉପରେ ଧ୍ୟାନ ଦେବାକୁ ରାଜ୍ୟପାଳଙ୍କ ଗୁରୁତ୍ୱାରୋପ : ଭୁବନେଶ୍ବର,୨୫/୦୭: –ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌ପାଟି ଶୁକ୍ରବାର ଦିନ ନାଲକୋ…

ଅର୍ଥ ବିଭାଗ ର ବିନା ଅନୁମତିରେ ଠିକା ସଂସ୍ଥା ଙ୍କୁ ନିଯୁକ୍ତି ମନା

ଭୁବନେଶ୍ୱର :- ସରକାରଙ୍କ ଅର୍ଥ ବିଭାଗ ଦ୍ଵାରା ଏକ ବିଜ୍ଞପ୍ତି ପ୍ରକାଶ ପାଇଛି ।ବିଭାଗ ର ପତ୍ର ସଂଖ୍ୟା 21719/F. ତାରିଖ ୨୪.୦୭.୨୫ ଅନୁଯାୟୀ ଅର୍ଥ ବିଭାଗ…