ନବୀନ ଙ୍କ ଦୃତ ଆରୋଗ୍ୟ କାମନା କଲେ ପ୍ରଦୀପ

ଭୁବନେଶ୍ଵର :- ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି  ନବୀନ ପଟ୍ଟନାୟକ ଚିକିତ୍ସା ପାଇଁ ମୁମ୍ବାଇ ଅଭିମୁଖେ ଯାତ୍ରା କରୁଥିବାରୁ ବେଗୁନିଆ ନିର୍ବାଚନ ମଣ୍ଡଳୀ  ବିଧାୟକ  ପ୍ରଦୀପ କୁମାର ସାହୁ  ।

Advertisement

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ଓ ସାଢେ ଚାରିକୋଟି ଓଡିଆଙ୍କ ଆଶୀର୍ବାଦ ଓ ବେଗୁନିଆ ବୋଲଗଡ ଭଲପାଇବାରୁ ଆପଣ ଆହୁରି ସୁସ୍ଥ ଓ ସତେଜ ହୋଇ ଫେରି ଓଡ଼ିଶା ବାସୀଙ୍କ ସେବାରେ ଯଥା ଶୀଘ୍ର ନିୟୋଜିତ ହୁଅନ୍ତୁ ଆପଣଙ୍କ  ସଫଳ ଚିକିତ୍ସା ଏବଂ ନିରାମୟ ଦୀର୍ଘାୟୁ ପାଇଁ ମହାପ୍ରଭୁଙ୍କ ପାଖରେ ପ୍ରାର୍ଥନା ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *