ବିଜେଡି ରୁ ନିଲମ୍ବିତ ହେଲେ ଦୁଇ ବିଧାୟକ

ଭୁବନେଶ୍ଵର,( ୧୫/୦୧) :- ଦଳ ବିରୋଧୀ କାର୍ଯ୍ୟ ପାଇଁ ସଭାପତି ଶ୍ରୀ ନବୀନ ପଟ୍ଟନାୟକ ( Naveen Patnaik ) ଙ୍କ ନିର୍ଦ୍ଦେଶକ୍ରମେ ବିଧାୟକ ଅରବିନ୍ଦ ମହାପାତ୍ର ଓ ବିଧାୟକ  ସନାତନ ମହାକୁଡ଼ଙ୍କୁ ଦଳରୁ ନିଲମ୍ବିତ କରାଯାଇଛି।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *