ଆଜି ଭିଜିଲାନ୍ସ ଜାଲରେ  ତିନି ଅଧିକାରୀ

ଭୁବନେଶ୍ୱର, (୧୨/୦୯):- ଭିଜିଲାନ୍ସ ଜାଲରେ ସମ୍ବଲପୁର ବାମରା ତହସିଲଦାର ଅଶ୍ଵିନୀ କୁମାର ପଣ୍ଡା । ଏକ ମୁଟେସନ କେସ ରେ ପଟ।କରାଇଦେବା ପାଇଁ ୧୫୦୦୦ ଟଙ୍କା ଲାଞ୍ଚ ନେଉଥିଲା ବେଳେ ଧର ହେଲେ ତହସିଲଦାର ଅଶ୍ଵିନୀ କୁମାର ପଣ୍ଡା ।

ସେହିଭଳି ନୟାଗଡ ଜିଲ୍ଲା ଶ୍ରମ ଅଧିକାରୀ ଚିତ୍ତରଞ୍ଜନ ରାଉତ ୨୦ ଜଣ ଗରିବ ଶ୍ରମିକ ଠାରୁ ଶ୍ରମ କାର୍ଡ କରାଇଦେବା ପାଇଁ ୬୦୦୦ ଟଙ୍କା ଲାଞ୍ଚ ଗ୍ରହଣ କରିବା ବେଳେ ଭିଜିଲାନ୍ସ ଟିମ୍ ହାତରେ ଧରା ପଡିଛନ୍ତି ।

ମୟୂରଭଞ୍ଜ ଲୁହାଶିଳା ଗ୍ରାମ ପଞ୍ଚାୟତ ର ପୂର୍ବତନ ନିର୍ବାହୀ ଅଧିକାରୀ ପୁଷ୍ପିତ। ମହାକୁଡ ଙ୍କୁ ବାର୍ଦ୍ଧକ୍ୟ ଭତ୍ତା ହେର ଫେର ରେ ମାଡି ବସିଛି ଭିଜିଲାନ୍ସ ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *