ଭୁବନେଶ୍ୱର:- ମଞ୍ଚେଶ୍ୱର ଥାନା ର ପାଣ୍ଡର। ଅଞ୍ଚଳ ରେ ଘଟିଛି ଏକ ଅଭାବନୀୟ ଘଟଣା । ମୃତକ ହେଲେ ଆଇନଜୀବୀ ଦୀପକ ସାହୁ । ନିଜ ଦେହରେ ପେଟ୍ରୋଲ ଢାଳି ଛାତ ଉପରେ ଆତ୍ମାହୁତି ଦେଲେ ଯୁବକ । ଘଟଣା ସ୍ଥଳ ରେ ମଞ୍ଚେଶ୍ୱର୍ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଥିବା ବେଳେ ଆମ୍ବୁଲାନ୍ସ ଯୋଗେ ମୃତକ ଙ୍କୁ କ୍ୟାପିଟାଲ ହସ୍ପିଟାଲ ପଠାଇଛି ପୋଲିସ ।ମାନସିକ ଦୁଶ୍ଚିନ୍ତା ରୁ ଆତ୍ମହତ୍ୟା କରିଥିବା ସନ୍ଦେହ । ପଡୋଶୀ ଲୋକଙ୍କ କହିବା ଅନୁସାରେ ତାଙ୍କ ଘରେ ତାଙ୍କ ମାଆ, ସ୍ତ୍ରୀ ଓ ଦୁଇ ଝିଅ ରହୁଥିଲେ । ଆଗରୁ ତାଙ୍କର ଦୁଇ ଦୁଇ ଥର ବ୍ରେନ୍ ଷ୍ଟ୍ରୋକ ହେଇଛି ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now
