ବିବେକାନନ୍ଦ ଶର୍ମା ହେଲେ ଖୋର୍ଦ୍ଧା ର ନୂଆ ଏସ. ପି.

ଭୁବନେଶ୍ୱର:-  ଓଡ଼ିଶା ସରକାରଙ୍କ ଗୃହ ବିଭାଗ ର ପତ୍ର ସଂଖ୍ୟା ୩୫୫୭୯ /୨୧.୦୮.୨୦୨୫ ଅନୁସାରେ ୨୦୧୪ ବ୍ୟାଚ୍ ର ଆଇ ପି.ଏସ ଅଫିସର ବିବେକାନନ୍ଦ ଶର୍ମା କୁ ଖୋର୍ଦ୍ଧା ର ନୂଆ ଏସ. ପି. ଭାବେ ଅବସ୍ଥାପିତ କରିଛନ୍ତି ସରକାର । ସେ ରେଲୱେ କଟକ ର ଆରକ୍ଷୀ ଅଧିକ୍ଷକ ଭାବେ କାର୍ଯ୍ୟରତ ଥିଲେ ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *