ସବୁ ବିଦ୍ୟାଳୟ ରେ ଲାଗିବ ସି ସି ଟିଭି : ମନ୍ତ୍ରୀ

ଭୁବନେଶ୍ୱର:- ସି ବି ଏସ ଇ ବିଦ୍ୟାଳୟ ଭଳି ଏଣିକି ଓଡ଼ିଶାର ପ୍ରତ୍ୟେକ ବିଦ୍ୟାଳୟ ରେ ଲାଗିବ  ସି ସି ଟିଭି  ଏ ନେଇ ସୂଚନା ଦେଉଛନ୍ତି ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।ଛାତ୍ରୀ ଙ୍କ ସୁରକ୍ଷା ନେଇ ବିଚାର ବିମର୍ଶ ଚାଲିଛି । ସମସ୍ତ ବିଦ୍ୟାଳୟ ରେ ଗଠନ ହେବ ଆଉ ସି ସି କମିଟି । ମହିଳା ଶିଶୁ ମାନଙ୍କ ର ସୁରକ୍ଷା ଦୃଷ୍ଟିରୁ ଏହା କରାଯିବ ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *