ଭୁବନେଶ୍ୱର :- ଏମ୍ସ ଆଗରେ ବଳଙ୍ଗା ନାବାଳିକା ଘଟଣାରେ ବିଜେଡି ର ପ୍ରତିବାଦ ।ବାଲେଶ୍ଵର ରୁ ବଳଙ୍ଗା ସବୁଠି ନାରୀ ଅସୁରକ୍ଷିତ । ସରକାର ପୋଲିସ ନିସ୍କ୍ରିୟ କାହିଁକି ?

ନାରୀ ସୁରକ୍ଷା ପାଇଁ ଏଭଳି ଅବହେଳା କାହିଁକି ବୋଲି ପ୍ରଶ୍ନ କରିଛି ବିଜେଡି ।ଆଇନ ଓ ପୋଲିସ ଙ୍କୁ ଅପରାଧୀ ଙ୍କ ଡର ନାହିଁ । କେବେ ଚେତିବେ ରାଜ୍ୟ ସରକାର ବୋଲି ପ୍ରଶ୍ନ କରିଛି ବିଜେଡି । ବିଜେଡି ର ପ୍ରତିନିଧି ମଣ୍ଡଳୀ ଭେଟିଚ୍ଛି ପ୍ରତିନିଧି ମଣ୍ଡଳୀ ।

Subha Khabar is now on Whatsapp
Join and get latest news update delivered to you via whatsapp
Join Now