ଭୁବନେଶ୍ଵର:- ନୂଆଦିଲ୍ଲୀ ଠାରେ ଭାରତ ସରକାର ଦ୍ବାରା ଆୟୋଜିତ ୧୬ ତମ କୃଷି ନେତୃତ୍ୱ କଂକ୍ଲେଭ ରେ ଓଡ଼ିଶା ରାଜ୍ୟକୁ ମିଳିଛି କୃଷି କ୍ଷେତ୍ର ରେ ଶ୍ରେଷ୍ଠ ପୁରସ୍କାର । ଏହି ଆୱାର୍ଡ଼ ଗ୍ରହଣ କରିଛନ୍ତି ଓଡ଼ିଶା ର ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ।ଏକ ଭବ୍ୟ କାର୍ଯ୍ୟକ୍ରମ ରେ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ ଠାରୁ ଗ୍ରହଣ କରୁଛନ୍ତି ଏହି ପୁରସ୍କାର । ଏହା ଓଡ଼ିଶା ର ତମାମ ଅନ୍ନଦାତା ଙ୍କ ପାଇଁ ଉତ୍ସର୍ଗିକୃତ ବୋଲି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ
ଶ୍ରୀ ସିଂହଦେଓ ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now