ରାଜ୍ୟ ଶରଧାବାଲିରେ ୩ଶ୍ରଦ୍ଧାଳୁ ଙ୍କ ମୃତ୍ୟୁ ଘଟଣାରଥଯାତ୍ରା ଅବସରରେ ଶରଧାବାଲିରେ ଦଳାଚକଟା ରେ ୩ଶ୍ରଦ୍ଧାଳୁ ଙ୍କ ମୃତ୍ୟୁ ଘଟଣା ରେ ହସ୍ତକ୍ଷେପ କଲେ ରାଜ୍ୟ ମାନବଧିକାର କମିଶନର ।ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ମାନବଧିକାର କମିଶନର ଚିଠି ।ପୁରୀ ଜିଲ୍ଲାପାଳ ଓ ଏସ୍ପିଙ୍କୁ ମଧ୍ୟ କମିଶନର ଚିଠି କରି ରିପୋର୍ଟ ଦାଖଲ ସହ ଆଗକୁ ଏପରି ନହେବାକୁ ଲେଖିଲେ ଚିଠି । Subha KhabarJuly 2, 2025July 2, 2025 Advertisement Subha Khabar is now on Whatsapp Join and get latest news update delivered to you via whatsapp Join Now
ଖୋର୍ଦ୍ଧା ବି ଜେ ବି ହାଇସ୍କୁଲ ୧୯୯୩ ବ୍ୟାଚ ବନ୍ଧୁମିଳନ : ଭାବବିହ୍ୱଳ ହେଲେ ସହପାଠୀ ଆଗାମୀ ଦିନରେ ଏହି ବ୍ୟାଚ ଆୟୋଜନ କରିବ ବିଭିନ୍ନ ଜନସେବା କାର୍ଯ୍ୟକ୍ରମ ଖୋର୍ଦ୍ଧା,(୧୯/୦୧): ଖୋର୍ଦ୍ଧା ବରୁଣେଇ ପାହାଡ଼ ପାଦ ଦେଶରେ ବକ୍ସି ଜଗବନ୍ଧୁ ବିଦ୍ୟାଧର ଉଚ୍ଚ ବିଦ୍ୟାଳୟ…
ଶ୍ୱେତପଦ୍ମା ଓ କୃଷ୍ଣ ଚୂଡ଼ା ସାହିତ୍ୟ ସଂସଦ ମିଳିତ ଆନୁକୂଲ୍ୟରେ ସମ୍ମିଳିତ ବାର୍ଷିକ ଉତ୍ସବ ଅନୁଷ୍ଠିତ ଖୋର୍ଦ୍ଧା, (ଶୁଭ ଖବର ):- ବେଗୁନିଆ ସଦର ମହକୁମାସ୍ଥିତ ଭରଷା ଚାରି ଟେବୁଲ ଟ୍ରଷ୍ଟ ପରିସରରେ ଶ୍ୱେତପଦ୍ମା ଓ କୃଷ୍ଣ ଚୂଡ଼ା ସାହିତ୍ୟ ସଂସଦ ମିଳିତ ଆନୁକୂଲ୍ୟରେ…
ବ୍ୟାଙ୍କ ଅଫ ବରୋଦା ର ପ୍ରତିଷ୍ଠା ଦିବସ ପାଳିତ ଖୋର୍ଦ୍ଧା : -ବେଗୁନିଆ ବ୍ଲକ ଦୁର୍ଗାପୁର ପଂଚାୟତ ଅନ୍ତର୍ଗତ ଗୁଡ଼ୁମ ଗ୍ରାମସ୍ଥିତ ବ୍ୟାଙ୍କ ଅଫ ବରୋଦାର ୧୧୮ ତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଛି । ଏଥିରେ…