ଭୁବନେଶ୍ଵର ମେୟର କୁ ଉଠାଇ ନେଲା ପୋଲିସ

ଭୁବନେଶ୍ଵର:- ବିଏମସି ଅଫିସ ରେ ଆକ୍ରମଣ ଘଟଣା । ରାସ୍ତା ରେ ଅଫିସ କର୍ମଚାରୀ  ବିଜେଡି ନେତୃତ୍ୱ ରାସ୍ତା ବନ୍ଦ କରିବା ପରେ ଜନପଥ ରେ ଚଳାଚଳ ଠପ୍ । ଅଧ ବାଟରେ ଫସିଛନ୍ତି ଲୋକ । ଠପ୍ ହେଲା ଚଳାଚଳ। ଉଭୟପଟ ରାସ୍ତାରେ ଗିରଫ ହେଲେ ତିନି  ଅଭିଯୁକ୍ତ। ଅଭିଯୁକ୍ତ ମାନେ ହେଲେ ବିଜେପି କର୍ପୋରେଟର ଜୀବନ ରାଉତ  ଓ ନେତା ରଶ୍ମି ମହାପାତ୍ର, ଦେବାଶିଷ ପ୍ରଧାନ । ବିଜେଡି ନେତୃମଣ୍ଡଳୀ, ଯୁବ ଛାତ୍ର ଙ୍କୁ ଗିରଫ କରିଛି ଖାରବେଳ ନଗର ପୋଲିସ । ସମସ୍ତ ଅଭିଯୁକ୍ତ ଙ୍କୁ ଗିରଫ କରିବା,ବିଜେପି ର ଦାଦଗିରି କୁ ନିନ୍ଦା କରିଛନ୍ତି ସାଧାରଣ ଲୋକେ।

Advertisement
Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *