ଭୁବନେଶ୍ଵର :- ଏକମାସର ଜନସମ୍ପର୍କ ପଦଯାତ୍ରାରେ ରାଜ୍ୟ ବିଜେପି ସରକାରର ବିଫଳତାକୁ ଲୋକଙ୍କ ପାଖରେ ପହଞ୍ଚାଇବ ବିଜୁ ଜନତା ଦଳ।
ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ, ମହିଳା ଅସୁରକ୍ଷିତ।ମଦମୁକ୍ତ ଓଡ଼ିଶା ଗଠନର ନାରା ଏବେ ପ୍ରହସନରେ ପରିଣତ ହୋଇଛି।ପଞ୍ଚାୟତସ୍ତରରେ ନିର୍ବାଚିତ ପ୍ରତିନିଧିଙ୍କ କ୍ଷମତା ଚୋରି କରିଛି ବିଜେପି ସରକାର ବୋଲି ଶଙ୍ଖ ଭବନ ରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀ ରେ କହିଛନ୍ତି ମୁଖ୍ୟ ସଚେତକ ତଥା ବିଧାୟକ ପ୍ରମିଳା ମଲ୍ଲିକ, ବରିଷ୍ଠ ଉପସଭାପତି ଦେବିପ୍ରସାଦ ମିଶ୍ର ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now
