ଭୁବନେଶ୍ୱର :- ମୁଣ୍ଡଳିରେ ୬.୨୫ ଲକ୍ଷ କ୍ୟୁସେକ ବନ୍ୟା ଜଳ ପ୍ରବାହିତ, ହୀରାକୁଦର ୮ ଫାଟକ ବନ୍ଦ,୪ ଖୋଲା।*
OAS, ORS ବାବୁଙ୍କୁ ରାଜସ୍ବ ବିଭାଗର କଡ଼ା ଚେତାବନୀ, ଜିଲ୍ଲା ଛାଡ଼ି ମନଇଚ୍ଛା ରାଜଧାନୀ ମୁହାଁ ହୋଇପାରିବେନି ଅଫିସର।*
ବଢୁଛି ମନ୍ତ୍ରିମଣ୍ଡଳ ସଂପ୍ରସାରଣ ଚର୍ଚ୍ଚା, ପୁଣି ଦିଲ୍ଲୀ ଗଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ।*
ଆସନ୍ତା ୧୩ ତାରିଖ ଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା : ପାଣିପାଗ ବିଭାଗ।*
ଉପରାଷ୍ଟ୍ରପତି ନିର୍ବାଚନ ଥିବାରୁ ବଢ଼ିଲା ଚର୍ଚ୍ଚା, ୪ ଦିନିଆ ନୂଆଦିଲ୍ଲୀ ଗସ୍ତରେ ନବୀନ ପଟ୍ଟନାୟକ।*
ରାଉରକେଲା: ବିମାନ ଉଡୁନି, ବିକାଶ ଚକ ଗଡୁନି, ଶିକ୍ଷା, ସ୍ବାସ୍ଥ୍ୟ, ଶିଳ୍ପ ଓ ପର୍ଯ୍ୟଟନ ସବୁ ପ୍ରଭାବିତ।*
ଆସନ୍ତାକାଲି ଉପରାଷ୍ଟ୍ରପତି ନିର୍ବାଚନ,୨ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ।*
କଟକ: ବାଙ୍କୀ କୁଶପଙ୍ଗି ନିକଟ ମହାନଦୀ ପଠାରେ ଫସିଛନ୍ତି ୧୫ରୁ ଅଧିକ ଗାଈ,ଚରିବାକୁ ଯାଇଥିବାବେଳେ ହଠାତ୍ ନଦୀର ଜଳସ୍ତର ବଢିଯାଇଥିଲା।*
ସ୍ବତନ୍ତ୍ର OTET ପାଇଁ BSEର ପ୍ରସ୍ତୁତି,CBSE, କେନ୍ଦ୍ରୀୟ ବିଦ୍ୟାଳୟ ଢାଞ୍ଚାରେ ହେବ ପରୀକ୍ଷା।*
କୋଡ଼ିଏ ବର୍ଷ ପୂର୍ବରୁ ମାଟ୍ରିକ,+୨ ଓ CTରେ କପି ଟପି କରି ପାସ୍ କରିଯାଇଥିବା ଶିକ୍ଷକମାନଙ୍କ ମଧ୍ୟରେ ଏବେ ପଡିଲାଣି ଭାଳେଣି, ସ୍ବତନ୍ତ୍ର OTET,ସେମାନଙ୍କର ମୁଣ୍ଡବିନ୍ଧାର କାରଣ ହେଲାଣି।*
ଚାଳକ ବିହୀନ ପଶ୍ଚିମ ଓଡ଼ିଶା ବିକାଶ ଗାଡ଼ି : ୧୪ ମାସ ହେଲା ଖାଲି ପଡ଼ିଛି ଅଧ୍ୟକ୍ଷ ପଦ।*
ଦିଲ୍ଲୀ ଏୟାରଲିଫ୍ଟ ହୋଇପାରନ୍ତି ଅଭିଜିତ ମଜୁମଦାର, ଏମ୍ସ ଯାଇ ସ୍ଵାସ୍ଥ୍ୟାବସ୍ଥା ପଚାରି ବୁଝିଲେ ସ୍ଵାସ୍ଥ୍ୟମନ୍ତ୍ରୀ।*
ଭୁବନେଶ୍ୱର, ନାଗେଶ୍ଵର ଟାଙ୍ଗୀ:ଚନ୍ଦ୍ର ଗ୍ରହଣରେ ଆମିଷ ଖାଇବା ପଡ଼ିଲା ମହାଙ୍ଗା, ହେତୁବାଦୀ ଓ ପରମ୍ପରାବାଦୀ ମୁହାଁମୁହିଁ,ପୋଲିସ ପହଞ୍ଚି ସ୍ଥିତି କଲା ଆୟତ।*
ଭୁବନେଶ୍ୱର:ଲୁଟ ଟଙ୍କା ଭାଗ ବଣ୍ଟା ବିବାଦରୁ ପୋଲିସ ଜାଲରେ ସାଇବର ଲୁଟେରା ଗ୍ୟାଙ୍ଗ, ୮.୫ କୋଟି ଟଙ୍କାର ଆକାଉଣ୍ଟ ଜବତ।*
ଜଟଣୀରୁ ମେଲାଣି ନେଲେ ଗଜାନନ, ସିଂହ ବାଜାରେ ଦୁଲୁକିଲା ଭସାଣି ଶୋଭାଯାତ୍ରା।*
ଭଦ୍ରକ:e- kyc ଖୋଲୁଛି ରାସନ୍ ଗୁମର,ମିଳୁନି ୬୪ ହଜାର ଖାଉଟିଙ୍କ ପତ୍ତା।*
ସିଟ୍ ଖାଲି ପଡୁଛି, ଶିକ୍ଷାନୁଷ୍ଠାନ ବଢ଼ି ଚାଲୁଛି,ଛତୁ ଫୁଟିଲା ପରି ନର୍ସିଂ ଖୋଲୁଛି।*
୮ ବର୍ଷ ପରେ ହକି ଏସିଆ କପ୍ ଜିତିଲା ଭାରତ , କୋରିଆକୁ ୪-୧ରେ ହରାଇ ୨୦୨୬ ବିଶ୍ୱକପ୍ ପାଇଁ କଲା ଯୋଗ୍ୟତା ହାସଲ।*
ପଞ୍ଜାବରେ ବନ୍ୟାର ତାଣ୍ଡବ, ନିଜେ ଗସ୍ତ ବାତିଲ କଲେ ପ୍ରଧାନମନ୍ତ୍ରୀ ମୋଦୀ; ଘୋଷଣା ହୋଇପାରେ ବଡ ରିଲିଫ ପ୍ୟାକେଜ।*
ରୁଷ ତିଆରି କଲା କ୍ୟାନ୍ସର ଟିକା, ସବୁ ପରୀକ୍ଷଣ ସଫଳ।ଟିକା ଏବେ ବ୍ୟବହାର ପାଇଁ ଉପଯୁକ୍ତ। କେବଳ ସରକାରୀ ସ୍ଵୀକୃତିକୁ ଅପେକ୍ଷା।*
ପୁଟିନଙ୍କ ଆମନ୍ତ୍ରଣକୁ ଜେଲେନସ୍କି କଲେ ଅସ୍ୱିକାର ; କହିଲେ ଆତଙ୍କବାଦୀଙ୍କ ରାଜଧାନୀକୁ ମୁଁ ଯିବିନାହିଁ।*
Subha Khabar is now on Whatsapp
Join and get latest news update delivered to you via whatsapp
Join Now
