ଉପ ରାଷ୍ଟ୍ରପତି ପ୍ରାର୍ଥୀ ଙ୍କ ନାମ ଘୋଷଣା କଲା ଏନ.ଡି.ଏ

ନୂଆ ଦିଲ୍ଲୀ :- ଉପ ରାଷ୍ଟ୍ରପତି ପ୍ରାର୍ଥୀ ଙ୍କ ନାମ ଘୋଷଣା କଲା ଏନ ଡି ଏ   । ସି .ପି.  ରାଧାକ୍ରିଷ୍ଣନ୍ ଙ୍କ ନାମ ଘୋଷଣା କଲେ ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି.ନଡ୍ଡା । ସେ ଏବେ ମହାରାଷ୍ଟ୍ର ର ରାଜ୍ୟପାଳ ଅଛନ୍ତି । ସେ ଜଣେ ଅଭିଜ୍ଞ ଓ ଦାୟିତ୍ବ ସମ୍ପନ୍ନ ବ୍ୟକ୍ତିତ୍ଵ । ସେ ପୂର୍ବରୁ ତାମିଲନାଡୁ ର ବିଜେପି ସଭାପତି ଥିଲେ ।

Advertisement
Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *