ଖୋର୍ଦ୍ଧା :- ଜିଲ୍ଲା ସମବାୟ ସମିତି ନିବନ୍ଧକ ଙ୍କ କାର୍ଯ୍ୟାଳୟ କୁ ବେଗୁନିଆ ର ଚାଷୀ ମାନଙ୍କ ସହ ଆସିଥିବା ସମୟ ରେ ତାଙ୍କ ଗାଡ଼ି ସହ ତାଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ କରିଛନ୍ତି ବେଗୁନିଆ ବିଜେପି ବିଧାୟକ ପ୍ରାର୍ଥୀ ପ୍ରକାଶ ରଣ ବିଜୁଳି ।

Subha Khabar is now on Whatsapp
Join and get latest news update delivered to you via whatsapp
Join Now
