ଝାଡ଼ଖଣ୍ଡ:- ଝାଡ଼ଖଣ୍ଡ ଦେବଘର ନିକଟରେ ଘଟିଛି ଅଭାବନୀୟ ଘଟଣା।ବସ ଟ୍ରକ୍ ଦୁର୍ଘଟଣା ରେ ୧୮ ଶ୍ରଦ୍ଧାଳୁ ମୂତୁବରଣ କରରିଥିବାବେଳେ ୨୦ ଜଣ ଆହତ ହୋଇଛନ୍ତି ।ଜଳ ଅଭିଷେକ କରି ବସ ରେ ଫେରୁଥିବା ବେଳେ ଘଟିଛି ଏ ଦୁର୍ଘଟଣା ।
Advertisement
Subha Khabar is now on Whatsapp
Join and get latest news update delivered to you via whatsapp
Join Now
