ପୁରୀ :- ପୁରୀ ସମୁଦ୍ରରେ ଗାଧୋଇବା ବେଳେ Stingray_fish ଆକ୍ରମଣରେ ବେଗୁନିଆ 22 ନଂ ଜିଲ୍ଲାପରିଷଦ ସଭ୍ୟ ପ୍ରକାଶ ଚନ୍ଦ୍ର ସାହୁ ଆହତ।

ତାଙ୍କୁ ଚିକିତ୍ସା ପାଈଁ ପୁରୀ ମେଡିକାଲ ରେ ଭର୍ତ୍ତି କରାଯାଇଛି।

Advertisement
Subha Khabar is now on Whatsapp
Join and get latest news update delivered to you via whatsapp
Join Now
