୧୪ ତମ ରାମଚଣ୍ଡୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ।
ଭାଲିଆବାଡି କ୍ରିକେଟ କ୍ଲବ୍ କୁ ହରାଇ ତମାଣ୍ଡୋ IRC କ୍ରିକେଟ କ୍ଲବ୍ ଭୁବନେଶ୍ଵର ସେମିରେ
ଖୋର୍ଦ୍ଧା,(୧୧/୦୧);- ବୋଲଗଡ ବ୍ଲକ୍ ଧଳାପଥର ଗ୍ରାମ ପଞ୍ଚାୟତ ଅଧିନସ୍ଥ କୋଦୁଅବେରେଣୀ ଗ୍ରାମ ଖେଳ ପଡିଆରେ ମା ରାମଚଣ୍ଡି କ୍ରିକେଟ କ୍ଳବର ୧୪ତମ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଛି।…
