ଖୋର୍ଦ୍ଧା ରେ ପିକେଟିଂ କଲା କଂଗ୍ରେସ ଦଳ
ଦୋକାନ, ବଜାର, ସ୍କୁଲ ଅଫିସ ବନ୍ଦ କଲା କଂଗ୍ରେସ
ଖୋର୍ଦ୍ଧା :-ଏଫଏମ ସ୍ଵୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ଆତ୍ମାହୂତି ଘଟଣାରେ ପୀଡ଼ିତାଙ୍କ ମୃତ୍ୟୁ ପରେ ଉପଯୁକ୍ତ ନ୍ୟାୟ ପ୍ରଦାନ ଦାବି ରେ ଓଡ଼ିଶା କଂଗ୍ରେସ ଦ୍ଵାରା ସାରା ରାଜ୍ୟରେ…
