ଓଡିଶା ପ୍ରୋ ଟି -୨୦ ଲିଗ କ୍ରିକେଟ :
ଖୋର୍ଦ୍ଧା ଜିଲ୍ଲା ର ୭ ଖେଳାଳି ମନୋନୀତ
ଖୋର୍ଦ୍ଧା :(୧୩/୦୯):- ଓଡିଶା କ୍ରିକେଟ ଆସୋସିଏସନ ଆନୁକୂଲ୍ୟରେ ଆସନ୍ତା ସେପ୍ଟେମ୍ବର ୧୭ ତାରିଖ ରୁ ୨୬ ତାରିଖ ପର୍ଯ୍ୟନ୍ତ କଟକ ବାରବାଟୀ ଷ୍ଟାଡିୟମ ଠାରେ ଅନୁଷ୍ଠିତ ହେବାକୁ…
