ବୋଲଗଡ଼ ରତ୍ନ ଭାସ୍କର ଚନ୍ଦ୍ର ମହାପାତ୍ର ଓ ସଂସ୍କୃତିପ୍ରେମୀ ସ୍ବର୍ଗତ ବାସୁଦେବ ପଟ୍ଟନାୟକ ଙ୍କ ମିଳିତ ସ୍ମୃତି ଶ୍ରଦ୍ଧାଞ୍ଜଳୀ ସମାରୋହ ଅନୁଷ୍ଠିତ
ଖୋର୍ଦ୍ଧା,(୧୦/୦୯):- ବୋଲଗଡ ସ୍ଥିତ ନନ୍ଦିଘୋଷ ଅନୁଷ୍ଠାନ ସଭାଗୃହ ରେ ବୋଲଗଡ଼ ମହାବିଦ୍ୟାଳୟ ର ପ୍ରତିଷ୍ଠା ସାଥୀକୁ ବିଭିନ୍ନ ଅନୁଷ୍ଠାନ ଗଢିବାରେ ପ୍ରମୁଖ ସାରଥୀ ବୋଲଗଡ଼ ରତ୍ନ ଭାବେ…
