ସ୍ମୃତି ଏଜେନ୍ସି ମାଲିକ ଅପହରଣ ମାମଲା
ଅପହରଣ କାରି ଙ୍କୁ ୧୨ଘଣ୍ଟା ନପୁରୁଣୁ କାବୁ କଲା ଖୋରଧା ପୋଲିସ
ମୁଖ୍ୟ ଅଭିଯୁକ୍ତ ଇଞ୍ଜିନିୟର ଙ୍କ ସହ ଚାରି ଗିରଫ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଲେ ଏସ ପି ବିବେକାନନ୍ଦ ଶର୍ମା ଖୋର୍ଦ୍ଧା,(୨୯/୦୯) :- ବାଲୁଗାଁ ଥାନା…
