ଦାସ ବେନହୁର ଓ ମେଜର କ୍ଷୀରୋଦ ପ୍ରସାଦ ମହାନ୍ତି ପାଇବେ ପ୍ରାଣନାଥ ସ୍ମୃତି ଓ ମଞ୍ଜରୀ ସାହିତ୍ୟ ସମ୍ମାନ
ଖୋର୍ଦ୍ଧା,(୨୪/୧୨): –ଆସନ୍ତା ନବବର୍ଷ ରେ ଅନୁଷ୍ଠିତ ହେବାକୁ ଯାଉଥିବା ପ୍ରାଣନାଥ ସ୍ୱୟଂ ଶାସିତ ମହାବିଦ୍ୟାଳୟର ସାମ୍ବତ୍ସରିକ ଉତ୍ସବରେ ବିଶିଷ୍ଟ ସାହିତ୍ୟିକ ଜିତେନ୍ଦ୍ର ପ୍ରସାଦ ଦାସ ଓରଫ ଦାଶବେନହୁର…
