ଆଇସ୍କ୍ରିମ୍ ଖାଇବା ପରେ ଭୁଲରେ ଖାଆନ୍ତୁ ନାହିଁ ଏହି ସବୁ ଜିନିଷ, ସ୍ୱାସ୍ଥ୍ୟ ପାଇଁ ହୋଇପାରେ କ୍ଷତିକାରକ
ଆଇସକ୍ରିମ୍ ଖାଇବାକୁ କାହାକୁ ବା ପସନ୍ଦ ନୁହେଁ । ଆଇସକ୍ରିମ୍ ନାଁ ଶୁଣିଲେ ହିଁ ପାଟିରେ ଲାଳ ଆସିଯାଏ । ଆଉ ଟିକେ ଖରାଦିନ ଆସିବା ମାତ୍ରେ…
ଆଇସକ୍ରିମ୍ ଖାଇବାକୁ କାହାକୁ ବା ପସନ୍ଦ ନୁହେଁ । ଆଇସକ୍ରିମ୍ ନାଁ ଶୁଣିଲେ ହିଁ ପାଟିରେ ଲାଳ ଆସିଯାଏ । ଆଉ ଟିକେ ଖରାଦିନ ଆସିବା ମାତ୍ରେ…
ମୂମାଇ :- (ଶୁଭ ଖବର) ଚଳନ୍ତା ଟ୍ରେନରୁ ଖସିପଡିଲେ ଯାତ୍ରୀ । ଫଳରେ ୫ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ଏଭଳି ଅଘଟଣ ଘଟିଛି ମୁମ୍ବାଇର ଛତ୍ରପତି…
ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ନିର୍ବାଚନ ମଣ୍ଡଳୀର ଉତ୍ତର ବେଗୁନିଆ ବଡ଼ବେରଣା ରାଜୀବ ଗାନ୍ଧୀ ସଭାଗୃହରେ ବଡ଼ବେରଣା ଗ୍ରାମପଞ୍ଚାୟତ ସଭାପତି ରମାକାନ୍ତ ରଣାଙ୍କ ସଭାପତିତ୍ବରେ ବିଜେପିର…
ଡିସେମ୍ବର ୯ରେ କଟକ ବାରବାଟୀରେ ହେବ ଟି-ଟ୍ବେଣ୍ଟି ।ଭାରତ ବନାମ ଦକ୍ଷିଣ ଆଫ୍ରିକା ମ୍ୟାଚ ହେବ।BCCI ପକ୍ଷରୁ ଜାରି ହେଲା ବିଧିବଦ୍ଧ ଖେଳସୂଚୀ । ନଭେମ୍ବରରୁ ଭାରତ…
ଭୁବନେଶ୍ଵର :-ବେଆଇନ ଗର୍ଭପାତ କିଟ୍ ବିକ୍ରି ଉପରେ ବଡ ଧରଣର ଚଢାଉ କରିଛି ଡ୍ରଗ୍ସ କଣ୍ଟ୍ରୋଲ୍ ବିଭାଗ । ଭୁବନେଶ୍ୱରର ନୟାପଲ୍ଲୀ ଅଞ୍ଚଳରେ ଥିବା ଏକ ମେଡିସିନ…
ଭୁବନେଶ୍ଵର : (ଶୁଭ ଖବର)ବନ୍ୟଜନ୍ତୁ ଆକ୍ରମଣରେ ମୃତ୍ୟୁକାଳୀନ ସହାୟତା ରାଶି ୬ ଲକ୍ଷ ଟଙ୍କା ରୁ ୧୦ ଲକ୍ଷକୁ ବଢ଼ିଲା lସହାୟତା ରାଶି ବୃଦ୍ଧି ଘୋଷଣା କଲେ…
ଛତିଶଗଡ :-ଛତିଶଗଡ଼ର ସୁକମା ଜିଲ୍ଲାର କୋଣ୍ଟା ଅଞ୍ଚଳରେ ନକ୍ସଲମାନଙ୍କ ଦ୍ୱାରା କରାଯାଇଥିବା ଏକ ଆଇଇଡି ବିସ୍ଫୋରଣରେ ଅତିରିକ୍ତ ଏସପି ଆକାଶ ରାଓ ଗିରପୁଞ୍ଜେ ସହିଦ। ଘଟଣା ପରେ…
କଳାହାଣ୍ଡିର :- ଧର୍ମଗଡ ସବ-କଲେକ୍ଟର ଶ୍ରୀ ଧୀମାନ ଚକମା, ଆଇଏଏସ୍ (୨୦୨୧ ବ୍ୟାଚ୍), ଜଣେ ସ୍ଥାନୀୟ ବ୍ୟବସାୟୀଙ୍କଠାରୁ ୨୦,୦୦,୦୦୦/- ଟଙ୍କା ଲାଞ୍ଚ ଦାବିର କିସ୍ତି ଭାବରେ ୧୦,୦୦,୦୦୦/-…
ଖୋର୍ଦ୍ଧା : – (ଶୁଭ ଖବର)ବୋଲଗଡ ବ୍ଲକ ଘୋରଡ଼ିଆ ଗ୍ରାମର ବିଛୁଆତି କବି ବ୍ରଜବନ୍ଧୁ ସାମନ୍ତରାୟ ଙ୍କ ସ୍ମୃତିଚାରଣ ସଭା ଗତକାଲି ସନ୍ଧ୍ୟାରେ ଏକାଦଶାହରେ ଅନୁଷ୍ଠିତ ହୋଇଯାଇଛି…
ଭୁବନେଶ୍ବର:(ଶୁଭ ଖବର )ଭୁବନେଶ୍ଵରସ୍ଥିତ ଚନ୍ଦ୍ରଶେଖରପୁରରେ ନିର୍ମାଣ ହେବ ଓଡ଼ିଶା ମଣ୍ଡପ। ନୂଆଦିଲ୍ଲୀର ଭାରତ ମଣ୍ଡପମ୍ ଭଳି ଓଡ଼ିଶାରେ ମଧ୍ୟ ବିଶ୍ୱସ୍ତରୀୟ ସମ୍ମିଳନୀ କକ୍ଷ ‘ଓଡ଼ିଶା ମଣ୍ଡପ’ ନିର୍ମାଣ…